ମାଥିଉ 12:6 - ଓଡିଆ ବାଇବେଲ6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି । Viz kapitolaପବିତ୍ର ବାଇବଲ (Re-edited) - (BSI)6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ୍ ବିଷୟ ଏଠାରେ ଅଛି। Viz kapitolaପବିତ୍ର ବାଇବଲ (CL) NT (BSI)6 ମୁଁ ତୁମ୍ଭମାନଙ୍କୁ କହୁଛି, ମନ୍ଦିରଠାରୁ ମହତ୍ତର ବିଷୟ ଆଜି ଏଠାରେ ଅଛି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି। Viz kapitolaପବିତ୍ର ବାଇବଲ6 କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠାରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍। Viz kapitola |