ମାଥିଉ 1:13 - ଓଡିଆ ବାଇବେଲ13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, Viz kapitolaପବିତ୍ର ବାଇବଲ (Re-edited) - (BSI)13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲିୟାକିମ ଆସୋରଙ୍କୁ ଜନ୍ମ ଦେଲେ, Viz kapitolaପବିତ୍ର ବାଇବଲ (CL) NT (BSI)13 ଜିରୁବାବେଲଙ୍କ ପୁତ୍ର ଅବୀହୁଦ୍; ଅବୀହୁଦ୍ଙ୍କ ପୁତ୍ର ଏଲିୟାକିମ; ଏଲିୟାକିମଙ୍କ ପୁତ୍ର ଅଜ୍ଜୂର; Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ, Viz kapitolaପବିତ୍ର ବାଇବଲ13 ଜିରୁବାବିଲ ଅବୀହୂଦଙ୍କ ବାପା। ଅବୀହୂଦ ଏଲିୟାକୀମଙ୍କ ବାପା। ଏଲିୟାକୀମ ଅଜ୍ଜୂରଙ୍କ ବାପା। Viz kapitola |