ଲୂକ ଲିଖିତ ସୁସମାଚାର 7:50 - ଓଡିଆ ବାଇବେଲ50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ । Viz kapitolaପବିତ୍ର ବାଇବଲ (Re-edited) - (BSI)50 କିନ୍ତୁ ସେ ସେହି ସ୍ତ୍ରୀକି କହିଲେ, ତୋହର ବିଶ୍ଵାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯା। Viz kapitolaପବିତ୍ର ବାଇବଲ (CL) NT (BSI)50 କିନ୍ତୁ ଯୀଶୁ ସେହି ସ୍ତ୍ରୀ ଲୋକକୁ କହିଲେ, “ତୋର ବିଶ୍ୱାସ ତୋତେ ରକ୍ଷା କରିଛି, ଶାନ୍ତିରେ ଯା।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।” Viz kapitolaପବିତ୍ର ବାଇବଲ50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।” Viz kapitola |