ଲୂକ ଲିଖିତ ସୁସମାଚାର 7:31 - ଓଡିଆ ବାଇବେଲ31 ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ ? Viz kapitolaପବିତ୍ର ବାଇବଲ (Re-edited) - (BSI)31 ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି ସେମାନେ କାହାର ତୁଲ୍ୟ? Viz kapitolaପବିତ୍ର ବାଇବଲ (CL) NT (BSI)31 ଯୀଶୁ ପୁନର୍ବାର କହିଲେ, “ଏହି ସମୟର ଲୋକମାନଙ୍କୁ ମୁଁ କାହା ସହିତ ତୁଳନା କରିବି? ସେମାନେ କେଉଁ ଧରଣର? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 “ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ? Viz kapitolaପବିତ୍ର ବାଇବଲ31 “ତେବେ ମୁଁ ପୁଣି ଏହି ଯୁଗର ଲୋକମାନଙ୍କ ବିଷୟରେ କ’ଣ କହିବି? ମୁଁ କାହା ସହିତ ସେମାନଙ୍କୁ ତୁଳନା କରିବି? ସେମାନେ କାହା ଭଳି ହେବେ? Viz kapitola |