ଲୂକ ଲିଖିତ ସୁସମାଚାର 7:24 - ଓଡିଆ ବାଇବେଲ24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ? Viz kapitolaପବିତ୍ର ବାଇବଲ (Re-edited) - (BSI)24 ଯୋହନଙ୍କ ଦୂତମାନେ ପ୍ରସ୍ଥାନ କଲା ଉତ୍ତାରେ ସେ ଯୋହନଙ୍କ ସମ୍ଵନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରି ଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? Viz kapitolaପବିତ୍ର ବାଇବଲ (CL) NT (BSI)24 ଯୋହନଙ୍କ ଶିଷ୍ୟମାନେ ଫେରିଯିବା ପରେ ଯୀଶୁ ଲୋକମାନଙ୍କୁ ତାଙ୍କ ବିଷୟରେ ଏହି କଥା ପଚାରିଲେ, “ଯେତେବେଳେ ମରୁ ଅଞ୍ଚଳରେ ଯୋହନଙ୍କ ନିକଟକୁ ତୁମ୍ଭେମାନେ ଯାଇଥିଲ, ସେଠାରେ କ’ଣ ଦେଖିବା ପାଇଁ ଅପେକ୍ଷା କରିଥିଲ? କ’ଣ ପବନରେ ନଇଁ ପଡ଼ୁଥିବା ଘାସଟିଏ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? Viz kapitolaପବିତ୍ର ବାଇବଲ24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? Viz kapitola |