ଲୂକ ଲିଖିତ ସୁସମାଚାର 6:47 - ଓଡିଆ ବାଇବେଲ47 ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହି ସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି । Viz kapitolaପବିତ୍ର ବାଇବଲ (Re-edited) - (BSI)47 ଯେକେହି ମୋʼନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ସଦୃଶ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। Viz kapitolaପବିତ୍ର ବାଇବଲ (CL) NT (BSI)47 ଯେ କେହି ମୋ’ ନିକଟକୁ ଆସେ ଓ ମୋର କଥା ଶୁଣି ପାଳନ କରେ - Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT47 ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ପରି, ମୁଁ ତୁମ୍ଭମାନଙ୍କୁ ଜଣାଇବି। Viz kapitolaପବିତ୍ର ବାଇବଲ47 ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, Viz kapitola |