ଲୂକ ଲିଖିତ ସୁସମାଚାର 5:35 - ଓଡିଆ ବାଇବେଲ35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ । Viz kapitolaପବିତ୍ର ବାଇବଲ (Re-edited) - (BSI)35 କିନ୍ତୁ ସମୟ ଆସିବ; ଆଉ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ। Viz kapitolaପବିତ୍ର ବାଇବଲ (CL) NT (BSI)35 ସମୟ ଆସିବ, ଯେତେବେଳେ ସେମାନଙ୍କ ନିକଟରୁ ବର ଚାଲିଯିବେ। ସେତେବେଳେ ସେମାନେ ଉପବାସ କରିବେ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ।” Viz kapitolaପବିତ୍ର ବାଇବଲ35 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।” Viz kapitola |