ଲୂକ ଲିଖିତ ସୁସମାଚାର 22:12 - ଓଡିଆ ବାଇବେଲ12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠୋରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର । Viz kapitolaପବିତ୍ର ବାଇବଲ (Re-edited) - (BSI)12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରି ଦେଖାଇଦେବେ; ସେସ୍ଥାନରେ ପ୍ରସ୍ତୁତ କର। Viz kapitolaପବିତ୍ର ବାଇବଲ (CL) NT (BSI)12 ସେ ତୁମକୁ ଉପର ମହଲାରେ ସଜ୍ଜିତ ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବ। ସେଠାରେ ତୁମେ ସମସ୍ତ ବିଷୟ ପ୍ରସ୍ତୁତ ଥିବା ଦେଖିବ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।” Viz kapitolaପବିତ୍ର ବାଇବଲ12 ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।” Viz kapitola |