ଲୂକ ଲିଖିତ ସୁସମାଚାର 21:22 - ଓଡିଆ ବାଇବେଲ22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ । Viz kapitolaପବିତ୍ର ବାଇବଲ (Re-edited) - (BSI)22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ତର ସମୟ ଅଟେ। Viz kapitolaପବିତ୍ର ବାଇବଲ (CL) NT (BSI)22 କାରଣ ଧର୍ମଶାସ୍ତ୍ରରେ ସମସ୍ତ ଉକ୍ତି ଯେପରି ସଫଳ ହୁଏ, ସେଥିପାଇଁ ସେହି ଦିନଗୁଡ଼ିକ ‘ଦଣ୍ଡର ଦିନ’ ହେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ। Viz kapitolaପବିତ୍ର ବାଇବଲ22 ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟଦ୍ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ। Viz kapitola |