ଲୂକ ଲିଖିତ ସୁସମାଚାର 20:41 - ଓଡିଆ ବାଇବେଲ41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି ? Viz kapitolaପବିତ୍ର ବାଇବଲ (Re-edited) - (BSI)41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି? Viz kapitolaପବିତ୍ର ବାଇବଲ (CL) NT (BSI)41 ଯୀଶୁ ସେମାନଙ୍କୁ ପଚାରିଲେ, “ମସୀହ ଯେ ଦାଉଦଙ୍କ ବଂଶଧର, ଏହା କିପରି କୁହାଯାଇପାରେ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT41 କିନ୍ତୁ ସେ ସେମାନଙ୍କୁ ପଚାରିଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଲୋକେ କିପରି କହନ୍ତି? Viz kapitolaପବିତ୍ର ବାଇବଲ41 ତା'ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? Viz kapitola |