ଲୂକ ଲିଖିତ ସୁସମାଚାର 20:27 - ଓଡିଆ ବାଇବେଲ27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)27 ଏଥିଉତ୍ତାରେ ପୁନରୁତ୍ଥାନ ନାସ୍ତି କରୁଥିବା କେତେକ ସାଦ୍ଦୂକୀ ତାହାଙ୍କ ନିକଟକୁ ଆସି ପଚାରିଲେ, Viz kapitolaପବିତ୍ର ବାଇବଲ (CL) NT (BSI)27 ମୃତମାନଙ୍କ ପୁନରୁତ୍ଥାନରେ ବିଶ୍ୱାସ କରୁ ନ ଥିବା କେତେଜଣ ସାଦ୍ଦୁକୀ ଯୀଶୁଙ୍କ ନିକଟକୁ ଆସି କହିଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଏହାପରେ ପୁନରୁତ୍ଥାନକୁ ବିଶ୍ୱାସ କରୁ ନ ଥିବା କେତେକ ସାଦ୍ଦୂକୀ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, Viz kapitolaପବିତ୍ର ବାଇବଲ27 କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, Viz kapitola |