ଲୂକ ଲିଖିତ ସୁସମାଚାର 19:35 - ଓଡିଆ ବାଇବେଲ35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ । Viz kapitolaପବିତ୍ର ବାଇବଲ (Re-edited) - (BSI)35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ। Viz kapitolaପବିତ୍ର ବାଇବଲ (CL) NT (BSI)35 ସେମାନେ ଗଧ ଛୁଆକୁ ଯୀଶୁଙ୍କ ପାଖକୁ ନେଲେ। ତା’ ଉପରେ ନିଜ ନିଜର ଲୁଗା ବିଛାଇ ଯୀଶୁଙ୍କୁ ବସାଇଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ। Viz kapitolaପବିତ୍ର ବାଇବଲ35 ତା'ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା'ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। Viz kapitola |