ଲୂକ ଲିଖିତ ସୁସମାଚାର 18:36 - ଓଡିଆ ବାଇବେଲ36 ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ'ଣ ବୋଲି ପଚାରିବାକୁ ଲାଗିଲା । Viz kapitolaପବିତ୍ର ବାଇବଲ (Re-edited) - (BSI)36 ସେ ଲୋକସମୂହର ଗମନର ଶଦ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା। Viz kapitolaପବିତ୍ର ବାଇବଲ (CL) NT (BSI)36 ବହୁସଂଖ୍ୟକ ଲୋକ ସେହି ବାଟ ଦେଇ ଯାଉ ଥିବାର ଶୁଣି ସେ ପଚାରିଲା, “କ’ଣ ହେଉଛି?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା। Viz kapitolaପବିତ୍ର ବାଇବଲ36 ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?” Viz kapitola |