ଲୂକ ଲିଖିତ ସୁସମାଚାର 17:35 - ଓଡିଆ ବାଇବେଲ35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । Viz kapitolaପବିତ୍ର ବାଇବଲ (Re-edited) - (BSI)35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ। Viz kapitolaପବିତ୍ର ବାଇବଲ (CL) NT (BSI)35 ଦୁଇ ଜଣ ସ୍ତ୍ରୀ ଲୋକ ଚକି ପେଷୁଥିବେ; ଜଣକୁ ଗ୍ରହଣ କରି ନିଆଯିବ, ଆଉ ଅନ୍ୟ ଜଣକ ପରିତ୍ୟକ୍ତ ହେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ। Viz kapitolaପବିତ୍ର ବାଇବଲ35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” Viz kapitola |