ଲୂକ ଲିଖିତ ସୁସମାଚାର 15:23 - ଓଡିଆ ବାଇବେଲ23 ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaପବିତ୍ର ବାଇବଲ (Re-edited) - (BSI)23 ପୁଣି ହୃଷ୍ଟ ପୃଷ୍ଟ ପଶୁ ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaପବିତ୍ର ବାଇବଲ (CL) NT (BSI)23 ଗୋଟିଏ ହୃଷ୍ଟପୁଷ୍ଟ ବାଛୁରୀ ମାରି ଭୋଜିର ଆୟୋଜନ କର। ଆମେ ଆନନ୍ଦ କରିବା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, Viz kapitolaପବିତ୍ର ବାଇବଲ23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। Viz kapitola |