ଲୂକ ଲିଖିତ ସୁସମାଚାର 13:33 - ଓଡିଆ ବାଇବେଲ33 ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ନିହତ ହେବା ଉଚିତ ନୁହେଁ । Viz kapitolaପବିତ୍ର ବାଇବଲ (Re-edited) - (BSI)33 ଯାହାହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମର ବାହାରେ ଭାବବାଦୀର ବିନଷ୍ଟ ହେବା ଉଚିତ ନୁହେଁ। Viz kapitolaପବିତ୍ର ବାଇବଲ (CL) NT (BSI)33 ତଥାପି ମୁଁ ଆଜି କାଲି ଓ ତା’ ପରଦିନ ମୋର ଗନ୍ତବ୍ୟ ପଥରେ ଯିବି। କାରଣ ଯିରୂଶାଲମ ବ୍ୟତୀତ ଜଣେ ଭାବାବାଦୀକୁ ଅନ୍ୟ କେଉଁଠାରେ ହତ୍ୟା କରାଯାଏ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମ ସହରର ବାହାରେ ଭାବବାଦୀର ନିହତ ହେବା ଉଚିତ୍ ନୁହେଁ।” Viz kapitolaପବିତ୍ର ବାଇବଲ33 କିନ୍ତୁ ମୁଁ ଏସବୁ କାର୍ଯ୍ୟ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା'ପରେ ମୁଁ ଯିବି। କାରଣ ସମସ୍ତ ଭବିଷ୍ୟଦ୍ବକ୍ତା ଯିରୁଶାଲମରେ ମରନ୍ତି। Viz kapitola |