ଲୂକ ଲିଖିତ ସୁସମାଚାର 12:6 - ଓଡିଆ ବାଇବେଲ6 ପାଞ୍ଚୋଟି ଘରଚଟିଆ କ'ଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ୱର ଭୁଲିଯାଆନ୍ତି ନାହିଁ । Viz kapitolaପବିତ୍ର ବାଇବଲ (Re-edited) - (BSI)6 ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ, ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଈଶ୍ଵରଙ୍କ ଛାମୁରେ ବିସ୍ମୃତ ନୁହେଁ। Viz kapitolaପବିତ୍ର ବାଇବଲ (CL) NT (BSI)6 “ପାଞ୍ଚଟି ଘରଚଟିଆ କ’ଣ ଦୁଇଟି ମୁଦ୍ରାରେ ବିକାଯାଏ ନାହିଁ? ତଥାପି ଈଶ୍ୱର ଗୋଟିଏ ଘରଚଟିଆକୁ ସୁଦ୍ଧା ଭୁଲନ୍ତି ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ବର ଭୁଲିଯାଆନ୍ତି ନାହିଁ। Viz kapitolaପବିତ୍ର ବାଇବଲ6 “ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। Viz kapitola |