ଲୂକ ଲିଖିତ ସୁସମାଚାର 10:10 - ଓଡିଆ ବାଇବେଲ10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, Viz kapitolaପବିତ୍ର ବାଇବଲ (Re-edited) - (BSI)10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣକରନ୍ତି ନାହିଁ, ସେଥିର ଦାଣ୍ତମାନଙ୍କୁ ବାହାରିଯାଇ କୁହ, Viz kapitolaପବିତ୍ର ବାଇବଲ (CL) NT (BSI)10 କିନ୍ତୁ ଯଦି ତୁମେ ଗୋଟିଏ ସହରକୁ ଯାଇ ଆତିଥ୍ୟ ପାଅ ନାହିଁ, ଛକ ସ୍ଥାନମାନଙ୍କୁ ଯାଇ କୁହ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, Viz kapitolaପବିତ୍ର ବାଇବଲ10 “କିନ୍ତୁ ତୁମ୍ଭେମାନେ ଯଦି ଏଭଳି ଏକ ନଗରକୁ ଯାଅ ଓ ସେଠାରେ ଲୋକେ ତୁମ୍ଭମାନଙ୍କର ସ୍ୱାଗତ ନ କରନ୍ତି, ତେବେ ସେହି ନଗରର ଗଳିମାନଙ୍କରେ ଯାଅ ଏବଂ କୁହ, Viz kapitola |