ଲୂକ ଲିଖିତ ସୁସମାଚାର 1:39 - ଓଡିଆ ବାଇବେଲ39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୁଦା ପ୍ରଦେଶର ଗୋଟିଏ ନଗରକୁଶୀଘ୍ର ଗମନ କଲେ, Viz kapitolaପବିତ୍ର ବାଇବଲ (CL) NT (BSI)39 କାଳ ମିଳମ୍ବ ନ କରି ମରିୟମ ପ୍ରସ୍ତୁତ ହେଲେ ଓ ଅତି ଶୀଘ୍ର ପାର୍ବତ୍ୟ ଯିହୂଦା ପ୍ରଦେଶର ଏକ ସହରକୁ ଗଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, Viz kapitolaପବିତ୍ର ବାଇବଲ39 ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ। Viz kapitola |