ଯୋୟେଲ 1:8 - ଓଡିଆ ବାଇବେଲ8 ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର। Viz kapitolaପବିତ୍ର ବାଇବଲ (Re-edited) - (BSI)8 ଯୌବନକାଳୀନ ସ୍ଵାମୀ-ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର। Viz kapitolaପବିତ୍ର ବାଇବଲ8 ଗୋଟିଏ କୁଆଁରୀକନ୍ୟା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖୋଲି ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ। Viz kapitola |