ବିଚାରକର୍ତ୍ତା 8:8 - ଓଡିଆ ବାଇବେଲ8 ତହୁଁ ସେ ସେଠାରୁ ପନୂୟେଲକୁ ଉଠି ଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)8 ତହୁଁ ସେ ସେଠାରୁ ପନୂୟେଲକୁ ଉଠି ଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ। Viz kapitolaପବିତ୍ର ବାଇବଲ8 ଗିଦିୟୋନ ସେହି ସ୍ଥାନରୁ ପନୂୟେଲକୁ ଗଲେ ଓ ସେଠାରେ ଲୋକମାନଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ, ଯେପରି ସେ ସୁକ୍କୋତର ଲୋକମାନଙ୍କୁ କହିଥିଲେ। କିନ୍ତୁ ଠିକ୍ ସୁକ୍କୋତର ଲୋକମାନଙ୍କ ପରି ପନୂୟେଲର ଲୋକମାନେ ଉତ୍ତର ଦେଲେ। Viz kapitola |