ବିଚାରକର୍ତ୍ତା 6:32 - ଓଡିଆ ବାଇବେଲ32 ଏହେତୁ ସେ ବାଲ୍ର ଯଜ୍ଞବେଦି ଭାଙ୍ଗିବାରୁ ସେ ତାହା ପ୍ରତିକୂଳରେ ବିବାଦ କରୁ, ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍ଙ୍କ ନାମ ଯିରୁବ୍ବାଲ୍ (ବାଲ୍ ବିବାଦ କରୁ) ରଖିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)32 ଏହେତୁ ସେ ବାଲ୍ର ଯଜ୍ଞବେଦି ଭାଙ୍ଗିବାରୁ ସେ ତାହା ପ୍ରତିକୂଳରେ ବିବାଦ କରୁ, ଏହା କହି ସେ ସେହି ଦିନ ଗିଦିୟୋନ୍ଙ୍କ ନାମ ଯିରୁବ୍ବାଲ (ବାଲ୍ ବିବାଦ କରୁ) ରଖିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 ଏହେତୁ ସେ ବାଲ୍ର ଯଜ୍ଞବେଦି ଭାଙ୍ଗିବାରୁ “ସେ ତାହା ପ୍ରତିକୂଳରେ ବିବାଦ କରୁ,” ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍ଙ୍କ ନାମ “ଯିରୁବ୍ବାଲ୍” (ବାଲ୍ ବିବାଦ କରୁ) ରଖିଲା। Viz kapitolaପବିତ୍ର ବାଇବଲ32 ଯୋୟାଶ କହିଲେ, “ଯଦି ଗିଦିୟୋନ ତା'ର ଯଜ୍ଞବେଦି ଭାଙ୍ଗିଛି ତେବେ, ବାଲ୍ ତାକୁ ନ୍ୟାୟାଳୟକୁ ନେଇଯାଉ।” ତେଣୁ ସେହି ଦିନ ଯୋୟାଶ ଗିଦିୟୋନର ଏକ ନୂତନ ନାମ, ଯିରୁବ୍ବାଲ୍ ରଖିଲେ। Viz kapitola |