ଏବ୍ରୀ 7:7 - ଓଡିଆ ବାଇବେଲ7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ । Viz kapitolaପବିତ୍ର ବାଇବଲ (Re-edited) - (BSI)7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ଵୀକାର୍ଯ୍ୟ। Viz kapitolaପବିତ୍ର ବାଇବଲ (CL) NT (BSI)7 ଆର୍ଶୀବାଦ କରିବା ଦ୍ୟକ୍ତି ଆର୍ଶୀବାଦ ପାଇବା ବ୍ୟକ୍ତିଠାରୁ ଯେ ମହାନ, ଏଥରେ ସନ୍ଦେହ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ। Viz kapitolaପବିତ୍ର ବାଇବଲ7 ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। Viz kapitola |