ଏବ୍ରୀ 6:14 - ଓଡିଆ ବାଇବେଲ14 "ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା ।'' Viz kapitolaପବିତ୍ର ବାଇବଲ (Re-edited) - (BSI)14 “ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।” Viz kapitolaପବିତ୍ର ବାଇବଲ (CL) NT (BSI)14 ସେ କହଥିଲେ, “ମୁଁ ପ୍ରତିଜ୍ଞା କରୁଛିୁ ତୁମକୁ ଆଶୀର୍ବାଦ କରିବି, ତୁମର ବଂଶକୁ ବହୁଳ ଭାବରେ ବୃଦ୍ଧି କରିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 “ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।” Viz kapitolaପବିତ୍ର ବାଇବଲ14 ପରମେଶ୍ୱର କହିଲେ: “ମୁଁ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।” Viz kapitola |