ଏବ୍ରୀ 5:13 - ଓଡିଆ ବାଇବେଲ13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର । Viz kapitolaପବିତ୍ର ବାଇବଲ (Re-edited) - (BSI)13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁମାତ୍ର। Viz kapitolaପବିତ୍ର ବାଇବଲ (CL) NT (BSI)13 ଯେ କେବଳ ଦୁଗ୍ଧପାନ କରେ, ସେ ଶିଶୁ ଅବସ୍ଥାରେ ରହିଛି। ଭଲ ମନ୍ଦ ବିଷୟରେ ତାହାର ଜ୍ଞାନ ହୋଇ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର। Viz kapitolaପବିତ୍ର ବାଇବଲ13 ଯେ କେବଳ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ୟକ୍ତି ଉଚିତ୍ ଶିକ୍ଷା କ’ଣ ତାହା ଜାଣି ନାହିଁ। ସେମାନେ ଭଲ ଓ ମନ୍ଦର ପାର୍ଥକ୍ୟ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। Viz kapitola |