Online Bible

- Reklamy -




ଏବ୍ରୀ 3:7 - ଓଡିଆ ବାଇବେଲ

7 ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, "ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ''

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

7 ଅତଏବ ପବିତ୍ର ଆତ୍ମା ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ”,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

7-8 ତେଣୁ ପବିତ୍ରଆତ୍ମା ଏହିପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ପରି ହୃଦୟ କଠିନ କର ନାହଇଁ। ମରୁଭୂମିରେ ସେମାନେ ସେ ଦିନ ଈଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କ ପ୍ରତି ବିଦ୍ରୋହାଜରଣ କରିଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ

Viz kapitola kopírovat

ପବିତ୍ର ବାଇବଲ

7 ଅତଏବ ପବିତ୍ରଆତ୍ମା କୁହନ୍ତି: “ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,

Viz kapitola kopírovat




ଏବ୍ରୀ 3:7

Následuj nás:

Reklamy


Reklamy