Online Bible

- Reklamy -




ଏବ୍ରୀ 11:28 - ଓଡିଆ ବାଇବେଲ

28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

28 ବିଶ୍ଵାସ ଦ୍ଵାରା ସେ ନିସ୍ତାର ପର୍ବ ଓ ରକ୍ତସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

28 ବିଶ୍ୱାସରେ ସେ ନିସ୍ତାର ପର୍ବ ପ୍ରତିଷ୍ଠା କରିଥିଲେ ଏବଂ ସଂହାରକ ଦୂତ ଯେପରି ଇଶ୍ରାଏଲ ଲୋକମାନଙ୍କର ଜ୍ୟେଷ୍ଠପୁତ୍ରମାନଙ୍କୁ ବଧ ନ କରନ୍ତି, ଏଥିପାଇଁ ଦ୍ୱାରରେ ରକ୍ତ ଛିଟା ଦେବାକୁ ଆଦେଶ ଦେଇଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।

Viz kapitola kopírovat

ପବିତ୍ର ବାଇବଲ

28 ମୋଶା ନିସ୍ତାର ଭୋଜି (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।

Viz kapitola kopírovat




ଏବ୍ରୀ 11:28

Následuj nás:

Reklamy


Reklamy