ଏବ୍ରୀ 11:15 - ଓଡିଆ ବାଇବେଲ15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା । Viz kapitolaପବିତ୍ର ବାଇବଲ (Re-edited) - (BSI)15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ହୋଇଥାଆନ୍ତା। Viz kapitolaପବିତ୍ର ବାଇବଲ (CL) NT (BSI)15 ସେମାନେ ଯେଉଁ ଦେଶ ଛାଡ଼ି ଆଓିଥିଲେ, ସେ ଦେଶକୁ ଆଉ ସ୍ମରଣ କରୁ ନ ଥିଲେ। ଯଦି ସ୍ମରଣ କରିଥାଆନ୍ତେ ତେବେ ସେଠାକୁ ସେମାନେ ଫେରି ଯିବାକୁ ସୁଯୋଗ ପାଇ ଥାଆନ୍ତେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା। Viz kapitolaପବିତ୍ର ବାଇବଲ15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। Viz kapitola |