ଆଦି ପୁସ୍ତକ 46:18 - ଓଡିଆ ବାଇବେଲ18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ। Viz kapitolaପବିତ୍ର ବାଇବଲ (Re-edited) - (BSI)18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋଳ ପ୍ରାଣୀ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ। Viz kapitolaପବିତ୍ର ବାଇବଲ18 ଏମାନେ ସିଳ୍ପାର ପୁତ୍ର ଥିଲେ। ଲାବନ ତାଙ୍କର କନ୍ୟା ଲେୟାକୁ, ସିଳ୍ପାକୁ ସେବିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳ ଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହୋଇଥିଲେ। Viz kapitola |