Online Bible

- Reklamy -




ଆଦି ପୁସ୍ତକ 46:15 - ଓଡିଆ ବାଇବେଲ

15 ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

15 ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।

Viz kapitola kopírovat

ପବିତ୍ର ବାଇବଲ

15 ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଏବଂ ସବୂଲୂନ୍, ଯାକୁବ ଓ ଲେୟାଙ୍କର ସନ୍ତାନ ଥିଲେ। ଲେୟା ସେମାନଙ୍କୁ ପଦ୍ଦନ୍ ଅରାମରେ ଜନ୍ମ କରିଥିଲେ। ତାଙ୍କର ମଧ୍ୟ ଏକ କନ୍ୟା ଥିଲା। ତା'ର ନାମ ଦୀଣା। ଏହିପରି ତାଙ୍କର ପରିବାର ତେତିଶ ଜଣ ଥିଲେ।

Viz kapitola kopírovat




ଆଦି ପୁସ୍ତକ 46:15

Následuj nás:

Reklamy


Reklamy