ଆଦି ପୁସ୍ତକ 43:31 - ଓଡିଆ ବାଇବେଲ31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି ଭକ୍ଷ୍ୟ ଦ୍ରବ୍ୟ ପରିବେଷଣ କରିବା ନିମନ୍ତେ ଆଜ୍ଞା ଦେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)31 ଅନନ୍ତର ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି ଆପଣାକୁ ସମ୍ଭାଳି ଭକ୍ଷ୍ୟ ଦ୍ରବ୍ୟ ପରିବେଷଣ କରିବା ନିମନ୍ତେ ଆଜ୍ଞା ଦେଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ। Viz kapitolaପବିତ୍ର ବାଇବଲ31 ତା'ପରେ ସେ ନିଜକୁ ନିୟନ୍ତ୍ରଣରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସି କହିଲେ, “ବର୍ତ୍ତମାନ ଖାଇବାର ସମୟ।” Viz kapitola |