Online Bible

- Reklamy -




ଆଦି ପୁସ୍ତକ 36:35 - ଓଡିଆ ବାଇବେଲ

35 ହୂଶମ୍‌ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍‍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍‍।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

35 ହୂଶମର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ଵ କଲା; ତାହାର ରାଜଧାନୀର ନାମ ଅବୀତ୍।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ହୂଶମ୍‌ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍‍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍‍।

Viz kapitola kopírovat

ପବିତ୍ର ବାଇବଲ

35 ଯେତେବେଳେ ହୂଶମ ମୃତ୍ୟୁବରଣ କଲେ, ସେଠାରେ ହଦଦ୍ ରାଜତ୍ୱ କଲେ। ହଦଦ୍ ଥିଲେ ବଦଦର ପୁତ୍ର, ହଦଦ୍ ମୋୟାବଠାରେ ମିଦିୟନକୁ ଜୟ କଲେ। ହଦ‌ଦ୍‌ର ରାଜଧାନୀ ଥିଲା ଅବୀତ୍।

Viz kapitola kopírovat




ଆଦି ପୁସ୍ତକ 36:35

Následuj nás:

Reklamy


Reklamy