Online Bible

- Reklamy -




ଆଦି ପୁସ୍ତକ 24:56 - ଓଡିଆ ବାଇବେଲ

56 ମାତ୍ର ସେ ସେମାନଙ୍କୁ କହିଲା, “ମୋତେ ବିଳମ୍ବ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

56 ମାତ୍ର ସେ ସେମାନଙ୍କୁ କହିଲା, ମୋତେ ବିଳମ୍ଵ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

56 ମାତ୍ର ସେ ସେମାନଙ୍କୁ କହିଲା, “ମୋତେ ବିଳମ୍ବ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।”

Viz kapitola kopírovat

ପବିତ୍ର ବାଇବଲ

56 କିନ୍ତୁ ସେହି ଦାସ କହିଲେ, “ମୋତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମୋର ଯାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମୋତେ ମୋର କର୍ତ୍ତାଙ୍କ ଗୃହକୁ ଫେରିବାକୁ ଦିଅ।”

Viz kapitola kopírovat




ଆଦି ପୁସ୍ତକ 24:56

Následuj nás:

Reklamy


Reklamy