Online Bible

- Reklamy -




ଆଦି ପୁସ୍ତକ 24:47 - ଓଡିଆ ବାଇବେଲ

47 ଏଥିଉତ୍ତାରେ ମୁଁ ତାହାକୁ ପଚାରିଲି, “ତୁମ୍ଭେ କାହାର କନ୍ୟା ?” ତହିଁରେ ସେ କହିଲା, “ନାହୋରର ଔରସରେ ମିଲ୍‍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

47 ଅନନ୍ତର ମୁଁ ତାହାକୁ ପଚାରିଲି, ତୁମ୍ଭେ କାହାର କନ୍ୟା? ତହିଁରେ ସେ କହିଲା, ନାହୋରର ଔରସରେ ମିଲ୍‍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା। ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

47 ଏଥିଉତ୍ତାରେ ମୁଁ ତାହାକୁ ପଚାରିଲି, ‘ତୁମ୍ଭେ କାହାର କନ୍ୟା?’ ତହିଁରେ ସେ କହିଲା, ‘ନାହୋରର ଔରସରେ ମିଲ୍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।’ ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି।

Viz kapitola kopírovat

ପବିତ୍ର ବାଇବଲ

47 ତା'ପରେ ମୁଁ ପଗ୍ଭରିଲି, ‘ତୁମ୍ଭର ପିତା କିଏ?’ ସେ ଉତ୍ତର ଦେଲେ, ‘ବଥୂୟେଲ ମୋର ପିତା।’ ଏହା ପରେ ମୁଁ ତାଙ୍କୁ ବଳା ଓ ନଥ ଦେଲି।

Viz kapitola kopírovat




ଆଦି ପୁସ୍ତକ 24:47

Následuj nás:

Reklamy


Reklamy