ଯାତ୍ରା ପୁସ୍ତକ 38:4 - ଓଡିଆ ବାଇବେଲ4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳନିର୍ମିତ ଜାଲି ଝାଞ୍ଜିରୀ କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ। Viz kapitolaପବିତ୍ର ବାଇବଲ4 ଏହା ପରେ ସେ ଯଜ୍ଞବେଦି ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ଯଜ୍ଞବେଦିର ଧାରରେ ବାନ୍ଧିଲେ। ଯାହାକି ଯଜ୍ଞବେଦିର ମଝି ପର୍ଯ୍ୟନ୍ତ ଆସିଲା। Viz kapitola |