Online Bible

- Reklamy -




ଯାତ୍ରା ପୁସ୍ତକ 26:9 - ଓଡିଆ ବାଇବେଲ

9 ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି, ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

9 ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ଵୁ ସମ୍ମୁଖରେ ରଖିବ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି, ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ।

Viz kapitola kopírovat

ପବିତ୍ର ବାଇବଲ

9 ପାଞ୍ଚ ଖଣ୍ଡ କପଡ଼ା ଏକତ୍ର କରି ଗୋଟିଏ ବିଭାଗ କର। ଏହା ପରେ ଅନ୍ୟ ଛଅ ଖଣ୍ଡ କପଡ଼ା ଯୋଡ଼ି ଆଉ ଏକ ବିଭାଗ କର। ତମ୍ବୁ ସାମନାରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡ଼ାଟିକୁ ଭାଙ୍ଗ କର।

Viz kapitola kopírovat




ଯାତ୍ରା ପୁସ୍ତକ 26:9

Následuj nás:

Reklamy


Reklamy