ଯାତ୍ରା ପୁସ୍ତକ 26:24 - ଓଡିଆ ବାଇବେଲ24 ଏହି କୋଣରେ ଥିବା ପଟାଗୁଡ଼ିକ ଯୋଡ଼ା ହୋଇ ଉପର ମୁଣ୍ଡ ପର୍ଯ୍ୟନ୍ତ ସଂଯୁକ୍ତ ହେବ, ଦୁଇ କୋଣରେ ଥିବା ଦୁଇଟି ପଟା ଏହିପରି ତିଆରି ହେବ। Viz kapitolaପବିତ୍ର ବାଇବଲ (Re-edited) - (BSI)24 ପୁଣି ତହିଁ ତଳେ ଯୋଡ଼ ହେବ ଓ ସେହି ରୂପେ ତହିଁ ମୁଣ୍ତରେ ପ୍ରଥମ କଡ଼ା ନିକଟରେ ଯୋଡ଼ା ହେବ; ଏହିରୂପେ ଦୁଇରେ ହେବ; ତାହାସବୁ ଦୁଇ କୋଣ ନିମନ୍ତେ ହେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ଏହି କୋଣରେ ଥିବା ପଟାଗୁଡ଼ିକ ଯୋଡ଼ା ହୋଇ ଉପର ମୁଣ୍ଡ ପର୍ଯ୍ୟନ୍ତ ସଂଯୁକ୍ତ ହେବ, ଦୁଇ କୋଣରେ ଥିବା ଦୁଇଟି ପଟା ଏହିପରି ତିଆରି ହେବ। Viz kapitolaପବିତ୍ର ବାଇବଲ24 ତହିଁ ତଳେ ଯୋଡ଼ ହେବ ଓ ସେହିପରି ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ ହେବ, ଏହିପରି ଦୁଇଥର ହେବ। ତାହା ସବୁ ଦୁଇ କୋଣ ନିମନ୍ତେ ହେବ। Viz kapitola |