ଯାତ୍ରା ପୁସ୍ତକ 21:27 - ଓଡିଆ ବାଇବେଲ27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରି ଦେବ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ପୁଣି ଆଘାତ ଦ୍ଵାରା ଆପଣା ଦାସ କି ଦାସୀର ଦ; ଭଗ୍ନ କଲେ, ସେ ସେହି ଦ; ସକାଶେ ତାହାକୁ ମୁକ୍ତ କରି ଦେବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ପୁଣି, ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରିଦେବ। Viz kapitolaପବିତ୍ର ବାଇବଲ27 ଯଦି କେହି ମୁନିବ ତା'ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତେବେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ। Viz kapitola |