ଏଫିସୀୟ 5:16 - ଓଡିଆ ବାଇବେଲ16 ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। Viz kapitolaପବିତ୍ର ବାଇବଲ (Re-edited) - (BSI)16 ପୁଣି, ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। Viz kapitolaପବିତ୍ର ବାଇବଲ (CL) NT (BSI)16 ପ୍ରତ୍ୟେକ ସୁଯୋଗର ସଦ୍ବ୍ୟବହାର କର, କାରଣ ଦୁର୍ଦ୍ଦିନ ଉପସ୍ଥିତ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। Viz kapitolaପବିତ୍ର ବାଇବଲ16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। Viz kapitola |