Online Bible

- Reklamy -




ଦ୍ଵିତୀୟ ବିବରଣ 33:20 - ଓଡିଆ ବାଇବେଲ

20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

20 ପୁଣି ଗାଦ୍ ବିଷୟରେ ସେ କହିଲେ, ଯେ ଗାଦ୍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହୀ ପରି ବାସ କରେ, ପୁଣି ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।

Viz kapitola kopírovat

ପବିତ୍ର ବାଇବଲ

20 ମୋଶା ଗା‌ଦ୍‌ର ବିଷୟରେ ଏହିସବୁ କହିଲେ, “ପରମେଶ୍ୱରଙ୍କର ପ୍ରଶଂସା ଗାନ କର ଯେ ଗା‌ଦ୍‌କୁ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶୋଇ ରହେ ଓ ଅପେକ୍ଷା କରେ। ଏହା ପରେ ଅପେକ୍ଷା କରି ପଶୁମାନଙ୍କୁ ଚିରି ବିଦୀର୍ଣ୍ଣ କରେ।

Viz kapitola kopírovat




ଦ୍ଵିତୀୟ ବିବରଣ 33:20

Následuj nás:

Reklamy


Reklamy