ଦ୍ଵିତୀୟ ବିବରଣ 28:55 - ଓଡିଆ ବାଇବେଲ55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକୁ କିଛି ଦେବ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକି କିଛି ଦେବ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକୁ କିଛି ଦେବ ନାହିଁ। Viz kapitolaପବିତ୍ର ବାଇବଲ55 ସେ ତା'ର ପିଲାମାନଙ୍କର ମାଂସ ଖାଇଯିବ ଏବଂ ଆଉ କାହାକୁ ତାହା ଖାଇବାକୁ ଦେବ ନାହିଁ। ଏପରିକି ସେ ତା'ର ପରିବାରରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଦେବ ନାହିଁ। ଏହା ସେ କରିବ, ଯେତେବେଳେ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କର ନଗରଗୁଡ଼ିକୁ କରାୟତ୍ତ କରିବେ ଏବଂ ତୁମ୍ଭମାନଙ୍କୁ ବିନା ଖାଦ୍ୟରେ ଯନ୍ତ୍ରଣା ଦେବେ। Viz kapitola |