Online Bible

- Reklamy -




ଦ୍ଵିତୀୟ ବିବରଣ 27:13 - ଓଡିଆ ବାଇବେଲ

13 ପୁଣି ରୁବେନ୍‍ ଓ ଗାଦ୍‍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ରୁବେନ୍ ଓ ଗାଦ୍ ଓ ଆଶେର୍ ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି ରୁବେନ୍‍ ଓ ଗାଦ୍‍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।

Viz kapitola kopírovat

ପବିତ୍ର ବାଇବଲ

13 ଏବଂ ରୁବେନ୍, ଗାଦ୍, ଆଶେର, ସବୂଲୂନ୍, ଦାନ, ନପ୍ତାଲି ଗୋଷ୍ଠୀୟକୁ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।

Viz kapitola kopírovat




ଦ୍ଵିତୀୟ ବିବରଣ 27:13

Následuj nás:

Reklamy


Reklamy