ପ୍ରେରିତ 8:34 - ଓଡିଆ ବାଇବେଲ34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି ? ଆପଣା ବା ଆଉ କାହା ବିଷୟରେ ? Viz kapitolaପବିତ୍ର ବାଇବଲ (Re-edited) - (BSI)34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବିଷୟରେ ବା ଆଉ କାହା ବିଷୟରେ? Viz kapitolaପବିତ୍ର ବାଇବଲ (CL) NT (BSI)34 କର୍ମଚାରୀ ଫିଲିପ୍ପଙ୍କୁ ପଚାରିଲେ, “ଭାବବାଦୀ କାହା ବିଷୟରେ ସୂଚନା ଦେଉଛନ୍ତି, ମୋତେ କୁହନ୍ତୁ। ତାଙ୍କ ନିଜ ବିଷୟରେ କିମ୍ବା ଅନ୍ୟ କାହା ବିଷୟରେ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବା ଆଉ କାହା ବିଷୟରେ? Viz kapitolaପବିତ୍ର ବାଇବଲ34 ନପୁଂସକ ଫିଲିପ୍ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟଦ୍ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” Viz kapitola |