Online Bible

- Reklamy -




ପ୍ରେରିତ 28:13 - ଓଡିଆ ବାଇବେଲ

13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲିକୁ ଆସିଲୁ;

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ସେସ୍ଥାନରୁ ବୁଲି ରେଗୀୟରେ ପହଞ୍ଚିଲୁ। ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ଵିତୀୟ ଦିନରେ ପୁତେଅଲୀକୁ ଆସିଲୁ;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

13 ସେଠାରୁ ପୁଣି ଯାତ୍ରା କରି ରିଜିୟମ୍ ସହରରେ ପହଞ୍ଚିଲୁ। ତା’ପର ଦିନ ଦକ୍ଷିଣା ପବନ ବହିଲା ଓ ଆଉ ଦୁଇ ଦିନ ପରେ ପୁତିଓଲି ସହରରେ ପହଞ୍ଚିଲୁ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ;

Viz kapitola kopírovat

ପବିତ୍ର ବାଇବଲ

13 ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ। ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ।

Viz kapitola kopírovat




ପ୍ରେରିତ 28:13

Následuj nás:

Reklamy


Reklamy