Online Bible

- Reklamy -




ପ୍ରେରିତ 26:27 - ଓଡିଆ ବାଇବେଲ

27 ହେ ରାଜନ ଅାଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି ? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

27 ହେ ରାଜନ୍ ଆଗ୍ରିପ୍‍ପା, ଆପଣ କଅଣ ଭାବବାଦୀ-ମାନଙ୍କୁ ବିଶ୍ଵାସ କରନ୍ତି? ଆପଣ ବିଶ୍ଵାସ କରନ୍ତି ବୋଲି ମୁଁ ଜାଣେ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

27 ରାଜା ଆଗ୍ରୀପା, ଆପଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି ତ? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି!”

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ହେ ରାଜନ ଆଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ।

Viz kapitola kopírovat

ପବିତ୍ର ବାଇବଲ

27 ହେ ରାଜା ଆଗ୍ରି‌‌ପ୍‌‌ପା, ଆପଣ କ’ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।”

Viz kapitola kopírovat




ପ୍ରେରିତ 26:27

Následuj nás:

Reklamy


Reklamy