ପ୍ରେରିତ 26:19 - ଓଡିଆ ବାଇବେଲ19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, Viz kapitolaପବିତ୍ର ବାଇବଲ (Re-edited) - (BSI)19 ଅତଏବ, ହେ ରାଜନ୍ ଆଗ୍ରିପ୍ପା, ମୁଁ ସେହି ସ୍ଵର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, Viz kapitolaପବିତ୍ର ବାଇବଲ (CL) NT (BSI)19 “ହେ ରାଜା ଆଗ୍ରୀପା, ମୁଁ ସ୍ୱର୍ଗରୁ ଯେଉଁ ଦର୍ଶନ ପାଇଛି, ତାହାର ଅବାଧ୍ୟ ହୋଇ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, Viz kapitolaପବିତ୍ର ବାଇବଲ19 ପାଉଲ କହିଲେ, “ହେ ମହାରାଜା ଆଗ୍ରିପ୍ପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ବାଧ୍ୟ ହେଲି। Viz kapitola |