ପ୍ରେରିତ 25:18 - ଓଡିଆ ବାଇବେଲ18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ, Viz kapitolaପବିତ୍ର ବାଇବଲ (Re-edited) - (BSI)18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ଵନ୍ଧରେ ଆଣିଲେ ନାହିଁ, Viz kapitolaପବିତ୍ର ବାଇବଲ (CL) NT (BSI)18 ତା’ର ପ୍ରତିପକ୍ଷର ଲୋକମାନେ ତା’ ବିରୁଦ୍ଧରେ କହିବାକୁ ଛିଡ଼ା ହେଲେ, କିନ୍ତୁ ସେମାନେ ଯେଉଁ ପ୍ରକାର ଅଭିଯୋଗ ଆଣିବେ ବୋଲି ମୁଁ ମନେ କରିଥିଲି, ତା’ ସେମାନେ କରିପାରିଲେ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ, Viz kapitolaପବିତ୍ର ବାଇବଲ18 ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। Viz kapitola |