ପ୍ରେରିତ 21:15 - ଓଡିଆ ବାଇବେଲ15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମକୁ ଯାତ୍ରା କଲୁ । Viz kapitolaପବିତ୍ର ବାଇବଲ (Re-edited) - (BSI)15 ଏହିସମସ୍ତ ଦିନ ଉତ୍ତାରେ ଆମ୍ଭେମାନେ ଜିନିଷପତ୍ର ଘେନି ଯିରୂଶାଲମକୁ ଯାତ୍ରା କଲୁ। Viz kapitolaପବିତ୍ର ବାଇବଲ (CL) NT (BSI)15 ସେଠାରେ କିଛି ସମୟ ଅତିବାହିତ କରି ଆମେ ଆମର ଜିନିଷପତ୍ର ସଜାଡ଼ି ଯିରୂଶାଲମ ଅଭିମୁଖେ ଯାତ୍ରା କଲୁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ। Viz kapitolaପବିତ୍ର ବାଇବଲ15 ଏହି ସମସ୍ତ ଦିନ ବିତିଗଲା ପରେ ଆମ୍ଭେ ନିଜର ସାମଗ୍ରୀ ପ୍ରସ୍ତୁତ କଲୁ ଓ ଯିରୁଶାଲମ ପାଇଁ ଯାତ୍ରା ଆରମ୍ଭ କଲୁ। Viz kapitola |