ପ୍ରେରିତ 20:36 - ଓଡିଆ ବାଇବେଲ36 ଏହି ସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ, । Viz kapitolaପବିତ୍ର ବାଇବଲ (Re-edited) - (BSI)36 ଏହିସବୁ କଥା କହି ସେ ଜାନୁପାତ କରି ସେସମସ୍ତଙ୍କ ସହିତ ପ୍ରାର୍ଥନା କଲେ, Viz kapitolaପବିତ୍ର ବାଇବଲ (CL) NT (BSI)36 ଭାଷଣ ଶେଷ କରିବା ପରେ ପାଉଲ ସେମାନଙ୍କ ସହିତ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। Viz kapitolaପବିତ୍ର ବାଇବଲ36 ଏ କଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। Viz kapitola |