ପ୍ରେରିତ 20:14 - ଓଡିଆ ବାଇବେଲ14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀକୁ ଆସିଲୁ, Viz kapitolaପବିତ୍ର ବାଇବଲ (Re-edited) - (BSI)14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାଙ୍କୁ ଜାହାଜରେ ଘେନି ମିତୁଲୀନୀକୁ ଆସିଲୁ, Viz kapitolaପବିତ୍ର ବାଇବଲ (CL) NT (BSI)14 ସେ ଯେତେବେଳେ ଆମକୁ ଆସୋସ୍ରେ ଭେଟିଲେ, ଆମେ ତାଙ୍କୁ ଜାହାଜରେ ଉଠାଇ ମିତିଲିନୀକୁ ଗଲୁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ, Viz kapitolaପବିତ୍ର ବାଇବଲ14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। Viz kapitola |